Viswas Patilମରାଠୀ ସାହିତ୍ୟର ପ୍ରଖ୍ୟାତ କଥାଶିଳ୍ପୀ ବିଶ୍ୱ&2878;ସ ପାଟିଲ ୧୯୯୨ରେ ଉଦ୍]ବାସ୍ତୁ ଜୀବନର ସମସ୍ୟା ଉପରେ ଲିଖିତ ତାଙ୍କର ଉପନ୍ୟାସ 'ଝଡାଝାଡତି' ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ଭାରତୀୟ ପ୍ରଶାସନିକ ସେବାରୁ ଅବସର ନେଇଥିବା ଶ୍ରୀ ପାଟିଲଙ୍କର ପ୍ରମୁଖ କୃତି ଗୁଡିକ ହେଲା 'ଶମ୍ଭାଜୀ', ପାନଗିରା, ରଣାଙ୍ଗନ, ମହାନାୟକ ଏବଂ ପାନିପତ । ସାହିତ୍ୟ ଏକାଡେମୀ ପୁରସ୍କାର ଭିନ୍ନ ଶ୍ରୀ ପାଟିଲ ଗଡକରୀ ଆୱାର୍ଡ, ଭାରତୀୟ ଭାଷା ପରିଷଦ ପୁରସ୍କାର, ଇନ୍ଦିରା ଗୋସ୍ୱାମୀ ପୁରସ୍କାର ଏବଂ ପ୍ରିୟଦର୍ଶିନୀ ଜାତୀୟ ସମ୍ମାନ ଆଦି ବହୁ ମର୍ଯ୍ୟାଦାଜନକ ସମ୍ମାନ ଓ ସ୍ୱୀକୃତି ଲାଭ କରିଛନ୍ତି । ଭାରତର ପ୍ରମୁଖ ଐତିହାସିକ ଉପନ୍ୟାସ ଲେଖକ ଭାବେ ପରିଚିତ ହେଉଥିଲେ ସୁଦ୍ଧା ଶ୍ରୀ ପାଟିଲ ସାମାଜିକ ବାସ୍ତବତା ନେଇ ଅଧିକ ଉପନ୍ୟାସ ଲେଖିଛନ୍ତି । ଛତିଶଗଡର ନକ୍ସଲ ସମସ୍ୟା ଉପରେ ଆଧାରିତ ଏହି ଉପନ୍ୟାସ ତାହାର ଆଉ ଏକ ଉଜ୍ୱଳ ଉଦାହରଣ । Read More Read Less
An OTP has been sent to your Registered Email Id:
Resend Verification Code