Umasankar Panda

Umasankar Pandaଉମାଶଙ୍କର ପଣ୍ଡା (୩ ମାର୍ଚ୍ଚ ୧୯୩୧-୩୦ ମଇ ୨୦୧୫) ମͩାଶିବରାତ୍ରୀରେ ସମ୍ବଲପୁର ଜିଲ୍ଲାର କୁଦ୍ ଜାମ୍]ପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ସାରସ୍ୱତ ସାଧନା ୧୯୪୮ରୁ ଆରମ୍ଭ ହୋଇ ଦୀର୍ଘ ୬୮ ବର୍ଷ ପରେ ୨୦୧୫ରେ ଶେଷ ହୋଇଥିଲା । ଏହି ଦୀର୍ଘ ସାଧନା କାଳରେ ସେ ସମୁଦାୟ ୮୭ଟି ପୁସ୍ତକ ରଚନା କରି ଓଡ଼ିଆ ସାହିତ୍ୟଜଗତକୁ ରୁଦ୍ଧିମନ୍ତ କରିଛନ୍ତି । ତାଙ୍କର ମୌଳିକ ରଚନାବଳୀ ୧୦ଟି କବିତା ସଂକଳନ, ୭ଟି ଗଳ୍ପ ସଂକଳନ ଓ ୩ଟି ଉପନ୍ୟାସ ରହିଛି । ଏତଦ୍]ବ୍ୟତୀତ ସେ ଆନ୍ତର୍ଜାତୀୟ ସାହିତ୍ୟଜଗତର ଦଶଜଣ ନୋବେଲ ପୁରସ୍କାର ବିଜେତା ଯଥା ପାବ୍]ଲୋ ନେରୁଦା, ଓକ୍]ଟାଭିଓ ପାଜ୍], ଗାବ୍ରିଏଲ୍ ଗାର୍ସିଆ ମାର୍କୁଏଜ୍], ନ୍ୟୁଟ୍ ହାମ୍]ସୁନ୍], ବୋରିସ୍ ପାର୍ସ୍ତନାକ୍], ଟୋନି ମୋରିସନ୍], ୟାସୁନାରୀ କାୱାବାତା, ନାଦିନ୍ ଗୋର୍ଡିମେର୍], ନାଗୁଇବ୍ ମାହାଫୁଜ୍ ଓ ଆଲେକ୍]ଜାଣ୍ଡର ସୋଲ୍]ଝେନିତ୍]ସିନ୍]ଙ୍କର ଲେଖାମାନ ଏବଂ ବିଶ୍ୱପ୍ରସିଦ୍ଧ ଲେଖକ ଡି.ଏଚ୍]. ଲରେନ୍ସ, ଚାର୍ଲସ୍ ବଦ୍]ଲେୟାର, ଅର୍ଥର୍ ରାଁ ବୋଁ, ଭ୍ଲାଦିମିର୍ ନବୋକୋଭ୍], ଇସାଡୋରା ଡନ୍]କାନ୍], ଆଲବେର୍ତୋ ମୋରାଭିଆ, ଦାଫ୍]ନି ଦ୍ୟ ମୋରିୟର, ଏମିଲି ଜୋଲା, ଗୁସ୍ତାଭ୍ ଫ୍ଲୋବେୟାର୍], ଉଇଲିୟମ୍ ହୋୱାର୍ଡ, ଡେଭିଡ୍ ସେଲ୍]ଜେର୍], ମୋପାସା, ନାଜିମ୍ ହିକ୍]ମତ୍ ଓ ଗିଆକୋମୋ କାସାନୋଭାଙ୍କର ଉଲ୍ଲେଖନୀୟ ସାହିତ୍ୟ କୃତିସବୁ ଓଡ଼ିଆରେ ଅନୁବାଦ କରିଛନ୍ତି । Read More Read Less

2 results found
List viewGrid view
Sort By:
1.
Nobel Bijeta Octavio Paz nka Nirbachita KabitaNR
Publisher: Black Eagle Books
No Review Yet
₹1,211
Binding:
Paperback
Release:
28 May 2024
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
2.
Nishabda Nupura8 % NR
Publisher: Black Eagle Books
No Review Yet
₹1,190
₹1,095
Binding:
Paperback
Release:
26 Sep 2023
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
No more records found