Tasneem SultanaAbout the Author: କୁନି ଲେଖିକା ତସନିମ୍ ସୁଲତାନା, ବୟସ ୧୩ ବର୍ଷ&2404; ସେ ଓଡିଶାର ପୁରୀ ଜିଲ୍ଲା, କାକଟପୁର ବ୍ଲକ ଅନ୍ତର୍ଗତ ଫକିରସାହି ଗ୍ରାମରେ ୨୨ ମଇ ୨୦୦୮ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ତାଙ୍କର ପ୍ରାକ୍ ପ୍ରାଥମିକ ଶିକ୍ଷା ଗ୍ରାମର ଅଙ୍ଗନବାଡ଼ି ଓ ବିବେକାନନ୍ଦ ଶିକ୍ଷା କେନ୍ଦ୍ର, ପ୍ରାଥମିକ ଶିକ୍ଷା ଫକିରସାହି ଓ କାକଟପୁରରେ ଥିବା ବିବେକାନନ୍ଦନ ଶିକ୍ଷା କେନ୍ଦ୍ରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସେ କାକଟପୁର ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ। ତାଙ୍କର ଅନେକ ଗଳ୍ପ ଓଡିଶାର ଦୈନିକ ସମ୍ବାଦପତ୍ର ସମ୍ବାଦ, ପ୍ରମେୟ ଓ ସକାଳର ଶିଶୁ ପୃଷ୍ଠା ଫୁଲଝରି, ପ୍ରଜାପତି ଓ ସୁମନରେ ପ୍ରକାଶିତ ହୋଇ ପାଠକୀୟ ସ୍ବୀକୃତି ଲାଭ କରିଛି। ଏହା ବ୍ୟତୀତ ତାଙ୍କର ଅନେକ ଗଳ୍ପ ମୁମ୍ବାଇସ୍ଥିତ ଓ୍ବେବ୍ ପ୍ରକାଶନ ସଂସ୍ଥା ଷ୍ଟୋରିମିରରର୍ ଓଡିଆ ଓ ଇଂରାଜୀ ବିଭାଗରେ ପ୍ରକାଶିତ ହୋଇ ଉଚ୍ଚ ପ୍ରସଂଶିତ ହୋଇଛି। ଗତ ଡିସେମ୍ବର ୧, ୨୦୨୧ରେ ସେ ଷ୍ଟୋରିମିରର୍ ତରଫରୁ 'ସପ୍ତାହର ଶ୍ରେଷ୍ଠ ଲେଖିକା' ସମ୍ମାନରେ ସମ୍ମାନିତ ହୋଇଛନ୍ତି। Read More Read Less
An OTP has been sent to your Registered Email Id:
Resend Verification Code