Sushri Sandhya Mohanty

Sushri Sandhya Mohantyଡକ୍ଟର ସୁଶ୍ରୀ ସନ୍ଧ୍ୟା ମହାନ୍ତି (୧୯୬୮) ମସିହାĞ;େ ପିତା ବିରଞ୍ଚି ନାରାୟଣ ଦାସ, ମାତା ଉର୍ମିଳା ଦାସଙ୍କ କୋଳମଣ୍ଡନ କରି କେନ୍ଦୁଝରଗଡ଼ସ୍ଥ ମାଧପୁରରେ ଭୂମିଷ୍ଠ ହୋଇଥିଲେ । କେନ୍ଦୁଝରରେ ବିଦ୍ୟାଳୟ, ହାଇସ୍କୁଲ୍], ମହାବିଦ୍ୟାଳୟ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ 'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ଉପରେ ଗବେଷଣା କରି ପିଏଚ୍].ଡି. ଲାଭ କରିଛନ୍ତି ।'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ସବୁଜ ସ୍ରଷ୍ଟା ଏବଂ ସେମାନଙ୍କର ସୃଷ୍ଟି ସମ୍ବନ୍ଧିତ ଏକ ଉଚ୍ଚକୋଟୀର ଗବେଷଣା ପୁସ୍ତକ । ପ୍ରେମ, ପ୍ରକୃତି, ରହସ୍ୟ, ଈଶ୍ୱର, ଏ ଜୀବନବୋଧର ଛାୟାଚ୍ଛନ୍ନ ପରିମଣ୍ଡଳର ରୋମାଣ୍ଟିକ୍ ସ୍ରଷ୍ଟାମାନଙ୍କର ଚିତ୍ରଧର୍ମୀ ରୂପାୟନ ହିଁ ଆଲୋଚ୍ୟ ପୁସ୍ତକର ମୁଖ୍ୟ ବିଷୟ । 'ସବୁଜ କବିତା ସ୍ରଷ୍ଟା ଓ ସୃଷ୍ଟି' ଗ୍ରନ୍ଥରେ ରୋମାଣ୍ଟିକ୍ କାବ୍ୟଧାରାର ଶେଷ ପଥିକୃତ୍ ଆଲୋଚନା ଭାବେ ଜିଜ୍ଞାସୁ ବିଦ୍ୟାର୍ଥୀ ଏବଂ ଗବେଷକଙ୍କ ନିମନ୍ତେ ଯେ ନିଶ୍ଚିତ ଭାବେ ଉପାଦେୟ ହେବ, ଏହା ଆମର ବିଶ୍ୱାସ । Read More Read Less

1 results found
List viewGrid view
Sort By:
1.
Sabuja KabitaNR
Publisher: Black Eagle Books
No Review Yet
₹1,364
Binding:
Paperback
Release:
15 May 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found