Filter By Category
Sreekanta Kumar Barik

Sreekanta Kumar Barikଡକ୍ଟର ଶ୍ରୀକାନ୍ତ କୁମାର ବାରିକ (୧୯୯୦) ସାମ୍ପ୍Ğ;ତିକ ଓଡ଼ିଆ ସାହିତ୍ୟ ସମାଲୋଚନା କ୍ଷେତ୍ରରେ ଜଣେ ପ୍ରତିବଦ୍ଧ ଯୁବସ୍ୱର । ଆଧୁନିକ ଓଡ଼ିଆ ସାହିତ୍ୟ, ପ୍ରାଚ୍ୟ-ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ ଓ ତୁଳନାତ୍ମକ ସାହିତ୍ୟର ବିମର୍ଶରେ ତାଙ୍କର ମନନଶୀଳ, ସ୍ପଷ୍ଟ ତଥା ସୂକ୍ଷ୍ମ ସମୀକ୍ଷାତ୍ମକ ଦୃଷ୍ଟିଭଙ୍ଗୀ ବାରିହୋଇପଡ଼େ । ସମ୍ପ୍ରତି ସେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ଅନୁଗୋଳର ସ୍ନାତକୋତ୍ତର ଓଡ଼ିଆ ବିଭାଗରେ ଅଧ୍ୟାପକ ଭାବରେ କାର୍ଯ୍ୟରତ । ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ଯୁବ ପ୍ରତିଭା ଭାବେ ସମ୍ମାନିତ ଡ. ବାରିକଙ୍କର 'କାବ୍ୟ ମଞ୍ଚ ସ୍ପନ୍ଦିତ ସମୟ', ରମ୍ୟରଚା (ସଂ.), ଏକବିଂଶ ଶତାବ୍ଦୀର ଓଡ଼ିଆ ସାହିତ୍ୟ ସୃଷ୍ଟି ଓ ସମ୍ଭାବନା(ସଂ.), କାଳଜୟୀ ଓଡ଼ିଆ କବିତା(ସଂ.) ଆଦି ଗ୍ରନ୍ଥ ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । Read More Read Less

1 results found
List viewGrid view
Sort By:
1.
Sarala Puraskaraprapta Odia KshudragalpaNR
Publisher: Black Eagle Books
No Review Yet
₹1,513
Binding:
Paperback
Release:
24 Nov 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found