Sneha Mishraସ୍ନେହ ମିଶ୍ର (ସମ୍ବଲପୁର) ସାମ୍ପ୍ରତିକ ଓଡ଼ିଆ ସାğ;ିତ୍ୟର ଜଣେ ପରିଚିତ ଗାଳ୍ପିକା । ବୃତ୍ତିରେ ଇଂରାଜୀ ଅଧ୍ୟାପିକା । 'ସପ୍ତପଦୀ', 'କୁରେଇଫୁଲ ଓ ଅନ୍ୟାନ୍ୟ କାହାଣୀ' ଏବଂ 'ଭିନ୍ନସ୍ରୋତ' ତାଙ୍କର ପ୍ରକାଶିତ ଗଳ୍ପ ସଂକଳନ । ଅନୁବାଦ ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ଋଚି ରହିଛି । 'ଏକ ହରିଜନର ମୃତ୍ୟୁ', 'ମାର୍କସବାଦ' ଓ 'ସାହିତ୍ୟ ସମାଲୋଚନା', 'ସୁଲା', 'ଅପତ୍ୟର ଇତିକଥା', 'ଧନ କାନ୍ଦନାରେ', 'ଜ୍ଞାନପୀଠ ବିଜେତାଙ୍କ କାହାଣୀ', 'ଜ୍ଞାନପୀଠ ବିଜେତାଙ୍କ କବିତା', 'ହାଲୁକା ମଣିଷ' ଇତ୍ୟାଦି ତାଙ୍କର ପ୍ରକାଶିତ ଅନୁବାଦ ପୁସ୍ତକ । Read More Read Less
An OTP has been sent to your Registered Email Id:
Resend Verification Code