Filter By Category
Smrutikala Mohanty

Smrutikala Mohantyସ୍ମୃତିକଳା ମହାନ୍ତି ୧୯୯୭ ମସିହା ମାର୍ଚ୍ଚ ମାସ୨୫ ତାରିଖରେ ପିତା ପ୍ରଦୀପ୍ତ କୁମାର ମହାନ୍ତି ଓ ମାତା ସ୍ମିତା ମହାନ୍ତିଙ୍କ କୋଳମଣ୍ଡନ କରି ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ଏରବଂଗ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସାମନ୍ତ ଚନ୍ଦ୍ର ଶେଖର ମହାବିଦ୍ୟାଳୟରୁ ସେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରି ସଂପ୍ରତି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟରେ ଗବେଷଣାରତ । ଗଳ୍ପ 'ନିଷ୍ପତ୍ତି' ନିମନ୍ତେ ସେ ୨୦୨୩ କଥା ନବପ୍ରତିଭା ସମ୍ମାନ ଲାଭ କରିଛନ୍ତି । ଜୀବନରେ ଭୋଗୁଥିବା ଯନ୍ତ୍ରଣା ଓ ଆନ୍ଦୋଳିତ କରୁଥିବା ଘଟଣାକୁ ନେଇ ସେ ଗଳ୍ପ ଲେଖିବାକୁ ଭଲ ପାଆନ୍ତି । ଜୀବନରେ ସଂଗ୍ରାମ କରି ଜୀବନକୁ ଭଲ ପାଉଥିବା ପାଠକମାନଙ୍କୁ ତାଙ୍କର ଏଇ ପ୍ରଥମ ପ୍ରଚେଷ୍ଟା ଆନନ୍ଦିତ କରିବ ବୋଲି ଆମେ ଆଶା ରଖୁଛୁ । Read More Read Less

1 results found
List viewGrid view
Sort By:
1.
Andhara Pare Kichhi2 % NR
Publisher: Black Eagle Books
No Review Yet
₹1,232
₹1,207
Binding:
Paperback
Release:
02 Oct 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found