Sasmita Kar

Sasmita Karଡକ୍ଟର ସସ୍ମିତା କର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଇ#2852;ିହାସରେ ସ୍ନାତକୋତ୍ତର ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଶିକ୍ଷାରେ ପିଏଚ୍].ଡି ଉପାଧି ପ୍ରାପ୍ତ । ସମ୍ପ୍ରତି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗରେ ସହକାରୀ ଅଧ୍ୟାପିକା ଭାବେ କାର୍ଯ୍ୟରତ । ଡ. ସସ୍ମିତାଙ୍କ ଯୋଗ ସମ୍ବନ୍ଧୀୟ ପୁସ୍ତକ 'ନାରୀ ସ୍ୱାସ୍ଥ୍ୟ ଓ ଔଷଧବିହୀନ ଉପଚାର' ଏବଂ ଶିକ୍ଷା ସମ୍ବନ୍ଧୀୟ ପୁସ୍ତକ Educational Thought and Practice ପୂର୍ବରୁ ପ୍ରକାଶିତ । 'ଗୋଟେ ଗାଉଁଲି ଝିଅର କଥା' ପରେ 'ଦେଖା ହେଲେ କହିବି' ତାଙ୍କର ଦ୍ୱିତୀୟ କବିତା ସଂକଳନ । Read More Read Less

4 results found
List viewGrid view
Sort By:
1.
AmrapalliNR
Publisher: Black Eagle Books
No Review Yet
₹1,029
Binding:
Paperback
Release:
11 Aug 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Dekha Hele KahibiNR
Publisher: Black Eagle Books
No Review Yet
₹1,038
Binding:
Paperback
Release:
29 Aug 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
3.
Self Help Groups A Means to Women Empowerment
Publisher: N B PUBLICATIONS
No Review Yet
₹247
Binding:
Hardcover
Release:
01 Jan 2018
Out of Stock
Notify me when this book is in stockNotify Me
No more records found