Santosh Tripathy

Santosh Tripathyଜଣେ ବିଭାବନ ଚେତନାଶୀଳ ପ୍ରାବନ୍ଧିକ ଓ ନବନ୍ୟାୟ#2879;କ ସାହିତ୍ୟ-ସମାଲୋଚକ ଭାବରେ ଦୀର୍ଘ ଚାରି ଦଶନ୍ଧି ଧରି ସନ୍ତୋଷ ତ୍ରିପାଠୀ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ବହୁବିଦିତ ହୋଇ ଆସିଛନ୍ତି । ଭାଷା, ବ୍ୟାକରଣ, ସାହିତ୍ୟତତ୍ତ୍ୱ, ଆଧୁନିକ ଓଡ଼ିଆ ସାହିତ୍ୟ ଓ ତୁଳନାତ୍ମକ ସାହିତ୍ୟ ସମ୍ପର୍କରେ ତାଙ୍କର ବିଚାରବିମର୍ଶ ଓଡ଼ିଆ ସାହିତ୍ୟ ପରିମଣ୍ଡଳରେ ସ୍ୱତନ୍ତ୍ର ଆବେଦନ ସୃଷ୍ଟି କରିଆସିଛି । ସମ୍ପ୍ରତି ଅଗ୍ରଣୀ ଓ ପ୍ରଭାବଶାଳୀ ସାରସ୍ୱତ ବିମର୍ଶକ ଭାବରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ, ସନ୍ଦର୍ଭ ଓ ବିଚାର ଓଡ଼ିଆ ସାହିତ୍ୟକୁ ଜାତୀୟ ଓ ଆନ୍ତର୍ଜାତୀୟ ପ୍ରସିଦ୍ଧି ଦେଇଛି । ବର୍ତ୍ତମାନ ଓଡ଼ିଶାରାଜ୍ୟର ସର୍ବପ୍ରାଚୀନ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ବିଭାଗମୁଖ୍ୟ ଓ ପ୍ରଫେସର ଭାବରେ କାର୍ଯ୍ୟରତ । Read More Read Less

3 results found
List viewGrid view
Sort By:
1.
Odia Bisheshya1 % NR
Publisher: Black Eagle Books
No Review Yet
₹1,344
₹1,331
Binding:
Paperback
Release:
24 Sep 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Advances in Human Activity Detection and Recognition (Hadr) Systems37 %
Available
Ships within 12-14 Days Explain..
3.
Bhinna SwaraNR
Publisher: Black Eagle Books
No Review Yet
₹1,516
Binding:
Paperback
Release:
20 Nov 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found