Ranjan Pradhan

Ranjan Pradhanସମକାଳୀନ ଓଡ଼ିଆ କଥା ସାହିତ୍ୟର ଏକ ଶ୍ରଦ୍ଧାଶୀଳ ଉଚ୍ଚାରଣ ଡକ୍ଟର ରଞ୍ଜନ ପ୍ରଧାନ । ଗପ ଲେଖାରେ ସେ ଭାରି ଚୁଜି ଆଉ ସିଲେକ୍ଟିଭ୍ । ସହଜରେ ସନ୍ତୁଷ୍ଟ ହେବା ଭଳି ଗାଳ୍ପିକ ସେ ନୁହଁନ୍ତି । ଦୀର୍ଘ ଅଢ଼େଇ ଦଶନ୍ଧିରୁ ଊର୍ଦ୍ଧ୍ୱ କାଳ ଧରି ସେ ଗଳ୍ପ ଲେଖାରେ ମଗ୍ନ ଅଛନ୍ତି । ଆପଣାର ଗବେଷଣାଧର୍ମୀ ସୃଷ୍ଟି ଓ ନିଆରାପଣ ପାଇଁ ସେ ଓଡ଼ିଆ ଗଳ୍ପ ସାହିତ୍ୟରେ ଅଳଙ୍କୃତ କରିଛନ୍ତି ଏକ ସ୍ୱତନ୍ତ୍ର ଆସନ । ସାହିତ୍ୟର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ ଗଳ୍ପ ହେଉଛି ତାଙ୍କର ମୁଖ୍ୟ ସାରସ୍ୱତ ବିଭବ । 'ପେଡ୍ ଗାର୍ଲଫ୍ରେଣ୍ଡ' ଶ୍ରୀ ପ୍ରଧାନଙ୍କ ଚତୁର୍ଥ ଗଳ୍ପ ସଂକଳନ । ଏହା ପୂର୍ବରୁ ତାଙ୍କର 'ତନୁଜା ବଳକୁ ନେଇ ଯେତେସବୁ ବେକାରିଆ ଗପ', 'ଭିଟାମିନ୍]', 'ଡୁମା ଦେବତା ଓ ଅନ୍ୟାନ୍ୟ ଗପ' ଭଳି ଗଳ୍ପ ସଂକଳନ ପ୍ରକାଶ ପାଇ ପାଠକ ମହଲରେ ଖୁବ୍ ଆଦୃତଲାଭ କରିପାରିଛି । ତେବେ 'ପେଡ଼୍ ଗାର୍ଲଫ୍ରେଣ୍ଡ୍]'ରେ ମୁଖ୍ୟତଃ ଅତ୍ୟାଧୁନିକ ମଣିଷର ସ୍ଖଳିତ ବସ୍ତୁବାଦୀ ଜୀବନ ଓ ଦର୍ଶନର କଥା ପ୍ରତିଫଳିତ ହୋଇଛି । ପ୍ରେମ, ପ୍ରତାରଣା, ମୋହଭଙ୍ଗ, ଅବସାଦ, ଅସ୍ୱାଭାବିକ ସମ୍ପର୍କ, ଉଚ୍ଛୃଙ୍ଖଳତା, ଗଭୀର ମନସ୍ତାପ ଓ ଆତ୍ମଦହନ ଏହି ଗପ ସଂକଳନର ମୁଖ୍ୟ ସ୍ୱର । ଆସନ୍ତୁ ଆମେ ଶ୍ରୀ ପ୍ରଧାନଙ୍କ ଦୀର୍ଘ ଗଳ୍ପ ଯାତ୍ରାର ସଫଳତା କାମନା କରିବା । Read More Read Less

8 results found
List viewGrid view
Sort By:
3.
Carbon Quantum Dots for Sustainable Energy and Optoelectronics14 % NR
International Edition
Ships within 18-20 Days Explain..
Free Shipping in India and low cost Worldwide.
5.
The Journey
No Review Yet
₹196
Binding:
Paperback
Release:
01/29/2022
Language:
English
Out of Stock
Notify me when this book is in stockNotify Me
6.
India, GCC and the Global Energy Regime28 % NR
No Review Yet
₹4,819
₹3,470
Binding:
Hardback
Release:
01 Jun 2008
Language:
English
Out of Stock
Notify me when this book is in stockNotify Me
No more records found