· FLAT 10% Off (Maximum Discount Rs.50) Use Code - BWSPECIAL10
· Grab Bestselling Books upto 50% Off!
Raghunath Sahooରଘୁନାଥ ସାହୁ ଓଡିଆ ନାଟକ, ଗଳ୍ପ, ପ୍ରବନ୍ଧ ଓ କବିତ78; ରଚନା କ୍ଷେତ୍ରରେ ଏକ ଅନନ୍ୟ ଉଚ୍ଚାରଣ । ଶ୍ରୀ ସାହୁଙ୍କର ଜନ୍ମ ୧୯୭୧ ମସିହା ଜାନୁଆରୀ ୨୩ ତାରିଖ ଦିନ ଜଗତ୍]ସିଂହପୁର ଜିଲ୍ଲାର କୁଜଙ୍ଗ ସ୍ଥିତ ବଳରାମପୁର ଗ୍ରାମରେ । ପ୍ରକାଶିତ ୨୨ଟି ନାଟକ ମଧ୍ୟରୁ ଆଖଡାଘର, ନାଟ୍ୟଗ୍ରନ୍ଥ, ଡିମିରିଫୁଲ ଓ ଏକାଙ୍କିକା ମଧ୍ୟରୁ ଓ ଓହଳମାନେ, ଏକ ଏକ ଏକାଙ୍କିକା ଆଦି ବେଶ୍ ଜନାଦୃତ । ଗଳ୍ପ ମାଟିର ମୁହୂର୍ତ୍ତ, ଛକ, ଉତର ପୁରୁଷ ଓ ଶିଶୁ କିଶୋର କବିତା ପୁସ୍ତକ ବୋଉ ବୋଉକା ପ୍ରକାଶ ପାଇ ପାଠକୀୟ ଆଦୃତି ଲାଭ କରିଛି । ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା ଓ ଡକ୍ଟର ହରେକୃଷ୍ଣ ମହତାବ ଜୟନ୍ତୀ କମିଟି ସମେତ ଓଡିଶାର ବହୁ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ଶ୍ରୀ ସାହୁଙ୍କୁ ମିଳିଛି ଅନେକ ସ୍ୱୀକୃତି ଓ ସମ୍ବର୍ଦ୍ଧନା । ଏହି ଶିଶୁ କିଶୋର କବିତା ରୁରୁରୁ ରୁରୁ କୁନି କୁନି ପିଲାମାନଙ୍କୁ ଦୁନିଆକୁ ଚିହ୍ନେଇବା ସହିତ ଅସୁମାରି ସମ୍ଭାବନାର ସାକାର ରୂପର ଉପହାର । Read More Read Less
An OTP has been sent to your Registered Email Id:
Resend Verification Code