close menu
Bookswagon-24x7 online bookstore
close menu
My Account
Pratibha Ray

Pratibha Rayପ୍ରତିଭା ରାୟ ଅଳ୍ପ କିଛିବର୍ଷ ଶିକ୍ଷକତା କରିବା ପରେ ଓଡ଼ିଶାର ସର୍ବପ୍ରାଚୀନ ମହାବିଦ୍ୟାଳୟ ରେଭେନ୍ସା କଲେଜରେ ଅଧ୍ୟାପନା କରିଥିଲେ । ସେ ଶିଶୁ ମନସ୍ତତ୍ତ୍ୱ ଉପରେ ଗବେଷଣା କରି ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ୍].ଡି ଲାଭ କରିଥିଲେ । ଓଡ଼ିଶା ସରକାରଙ୍କ ଲୋକସେବା ଆୟୋଗରେ କାର୍ଯ୍ୟକରି ସେ ଅବସର ଗ୍ରହଣ କରିିଲେ । ବାଲ୍ୟକାଳରୁ ତାଙ୍କର ଲେଖାଲେଖି ପ୍ରତି ଆଗ୍ରହ ଥିଲା ଏବଂ ଓଡ଼ିଆ ଭାଷା ସାହିତ୍ୟ ଥିଲା ତାଙ୍କର ପ୍ରିୟ ବିଷୟ । ପଞ୍ଚମ ଶ୍ରେଣୀରୁ ସେ କବିତା ଲେଖା ଆରମ୍ଭ କରିଥିଲେ ଏବଂ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ ତାଙ୍କର କବିତା ପ୍ରଥମକରି ଏକ ପ୍ରତିଷ୍ଠିତ ପତ୍ରିକାରେ ପ୍ରକାଶ ପାଇଥିଲା । ପିଲାମାନଙ୍କ ପାଇଁ ମଧ୍ୟ ସେ ଅନେକ ଗଳ୍ପ ଓ କବିତା ଲେଖିଛନ୍ତି । ସେ କୁହନ୍ତି "ଯେଉଁ ମଣିଷ ଫୁଲ ଏବଂ ଶିଶୁଙ୍କୁ ଭଲ ନପାଏ ତା ଭିତରେ ମଣିଷପଣିଆ କମ୍ ।" ସାହିତ୍ୟ ପାଇଁ ଭାରତର ଶ୍ରେଷ୍ଠ ପୁରସ୍କାର ବିବେଚିତ ହେଉଥିବା 'ଜ୍ଞାନପୀଠ ପୁରସ୍କାର' ସେ ପାଇସାରିଛନ୍ତି ୨୦୧୧ ମସିହାରେ । ଭାରତ ସରକାରଙ୍କ ଦ୍ୱାରା ୨୦୦୭ରେ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ସେ 'ପଦ୍ମଶ୍ରୀ' ସମ୍ମାନରେ ସମ୍ମାନିତା ହୋଇଛନ୍ତି । ସେ ଭାରତର ପ୍ରାୟ ସବୁ ସ୍ଥାନ ଏବଂ ପୃଥିବୀର ୪୦ଟି ଦେଶ ଭ୍ରମଣ କରିଛନ୍ତି । ତାଙ୍କର ଲେଖା ଭାରତର ପ୍ରାୟ ସବୁ ଭାଷାରେ ଓ ଅନ୍ୟାନ୍ୟ ବିଦେଶୀ ଭାଷା ଓ ଇଂରାଜୀରେ ଅନୁଦିତ ହୋଇଛି । ଓଡ଼ିଆ ଭାଷା ହେଉଛି ଏକ ଅତ୍ୟନ୍ତ ପ୍ରାଚୀନ ଓ ସମୃଦ୍ଧ ଭାଷା । ନିଜ ଭାଷାକୁ ନେଇ ସେ ଗର୍ବ କରନ୍ତି । ସେ କହନ୍ତି "ପୃଥିବୀର ଯେତେ ଭାଷାରେ ପ୍ରବୀଣ ହୁଅନ୍ତୁ ପଛକେ ଯେଉଁମାନେ କୌଣସି କାରଣରୁ ନିଜ ଭାଷାକୁ ଭୁଲିଯାଆନ୍ତି ସେମାନେ ନିଜ ସଂସ୍କୃତିଠାରୁ ବିଚ୍ଛିନ୍ନ ହୋଇଯାଆନ୍ତି । ଭାଷା ହେଉଛି ମଣିଷର ପରିଚିତି ଓ ସଂସ୍କୃତି ହେଉଛି ମଣିଷର ସମୃଦ୍ଧିର ମୂଳଦୁଆ । ଯେଉଁ ଦେଶରେ ରହିବ ସେ ଦେଶର ଭାଷାରେ ପ୍ରବୀଣ ହେବା ଅତ୍ୟନ୍ତ ଆନନ୍ଦର ବିଷୟ । କିନ୍ତୁ ତା ସହିତ ଓଡ଼ିଶାର ଶିଶୁସାହିତ୍ୟଗୁଡ଼ିକୁ ପଢ଼ି ଓଡ଼ିଆ ଭାଷା ଶିକ୍ଷା କରିପାରିଲେ ସେମାନଙ୍କର ବ୍ୟକ୍ତିତ୍ୱ ସମୃଦ୍ଧ ହେବ ବୋଲି ତାଙ୍କର ଦୃଢ଼ ମତ । Read More Read Less

63 results found
List viewGrid view
Sort By:
1.
Yajnaseni,the Story of Draupadi27 %
4.0 (7)
₹495
₹361
Binding:
Paperback
Release:
01 Nov 2014
Language:
English
Available
Ships within 4-6 Days Explain..
5.
Draupathi
No Review Yet
₹422
Binding:
Paperback
Release:
19 Jul 2016
Language:
Malayalam
Available
Ships within 4-6 Days Explain..
6.
Vyas Nadi Ki VyathaNR
No Review Yet
₹1,983
Binding:
Paperback
Release:
12 Apr 2021
Language:
Hindi
International Edition
Ships within 14-16 Days Explain..
Free Shipping in India and low cost Worldwide.
7.
Draupadi (Original Gujarati Edition)
No Review Yet
₹379
Binding:
Paperback
Release:
2024-10-14
Language:
Gujarati
Available
Ships within 4-6 Days Explain..
9.
After the DelugeNR
Publisher: Black Eagle Books
No Review Yet
₹1,897
Binding:
Paperback
Release:
25 Jul 2021
Language:
English
International Edition
Ships within 16-18 Days Explain..
Free Shipping in India and low cost Worldwide.
10.
Tini OstadNR
Publisher: Black Eagle Books
No Review Yet
₹916
Binding:
Paperback
Release:
15 Aug 2021
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
12.
Uttarmarga25 %
No Review Yet
₹395
₹296
Binding:
Paperback
Release:
10 Jul 2024
Language:
English
Available
Ships within 4-6 Days Explain..
14.
Nirbachita Galpa ନିର୍ବାଚିତ ଗଳ୍ପ
Out of Stock
Notify me when this book is in stockNotify Me
15.
Niruttar
Publisher: Bharatiya Jnanpith
No Review Yet
₹247
Binding:
Hardcover
Release:
11 Aug 2024
Language:
Hindi
Out of Stock
Notify me when this book is in stockNotify Me
16.
Gaon Ki Ore12 %
Publisher: Prabhat Prakashan
No Review Yet
₹200
₹176
Binding:
Book
Release:
22 Oct 2014
Language:
Hindi
Out of Stock
Notify me when this book is in stockNotify Me
17.
The Primal Land28 %
Publisher: Sangam Books Ltd
No Review Yet
₹525
₹378
Binding:
Paperback
Release:
10 Jan 2001
Out of Stock
Notify me when this book is in stockNotify Me
18.
OF US AND THEM (FIRST)40 %
Publisher: Petals Publishers
No Review Yet
₹175
₹105
Binding:
Paperback
Release:
2016
Language:
English
Out of Stock
Notify me when this book is in stockNotify Me
19.
Sparsh12 %
Publisher: Prabhat Prakashan
No Review Yet
₹200
₹176
Binding:
Book
Release:
22 Oct 2013
Language:
Hindi
Out of Stock
Notify me when this book is in stockNotify Me
loadingLoading more results
ASK VIDYA