close menu
Bookswagon-24x7 online bookstore
close menu
My Account
Pramod Mallick

Pramod Mallickଉତ୍ତର ଆଧୁନିକ ଓଡିଆ କବିତାରେ କବି ପ୍ରମୋଦ ମଲ୍ଲିକ ଏକ ପରିଚିତ ସ୍ବର।ଜୀବନର ବହୁବିଧ ସୂକ୍ଷ୍ମ ଅନୁଭବରେ ସମୃଦ୍ଧ ତାଙ୍କ କବିତା ଯେତିକି ରସସିକ୍ତ ତତୋଧିକ ଚେତନା ଉଦ୍ରେକକାରି । ବୃତ୍ତିରେ ଶିକ୍ଷକତା, ପ୍ରବୃତ୍ତିରେ ସାରସ୍ୱତ ସର୍ଜନା ଓ ସାମ୍ୱାଦିକତା କରୁଥିବା ଶ୍ରୀ ମଲ୍ଲିକ ଦୀର୍ଘ ତିନି ଦଶନ୍ଧି ଧରି ବିତା ରଚନାରେ ମଗ୍ନ। 'ମୁହୂର୍ତ୍ତେ ମୋକ୍ଷ' ତାଙ୍କର ଦ୍ୱିତୀୟ କବିତା ସଂକଳନ । ଏଥିରେ ସନ୍ନିବେଶିତ ସମସ୍ତ କବିତା ସାଧାରଣ ମଣିଷ ଜୀବନର ସଂଘର୍ଷ ଓ ସହାବସ୍ଥାନ, ଆବେଗ ଓ ନିଷ୍ଠୁରତା, ଆଧ୍ୟାତ୍ମ୍ୟ ଓ ଭୌତିକତାର ସୂକ୍ଷ୍ମ ଭାବାବେଗକୁ ନେଇ ଗତିଶୀଳ।ଆଶା, ଓଡିଆ ଭାଷାର ବୃହତ୍ କାବ୍ୟାନୁରାଗୀ ପାଠକମାନଙ୍କ ନିକଟରେ"ମୁହୂର୍ତ୍ତେ ମୋକ୍ଷ" ଆଦୃତ ହେବ । Read More Read Less

1 results found
List viewGrid view
Sort By:
1.
Muhurte Moksha1 % NR
Publisher: Black Eagle Books
No Review Yet
₹1,281
₹1,268
Binding:
Paperback
Release:
10 Nov 2023
Language:
Oriya
International Edition
Ships within 10-12 Days Explain..
Free Shipping in India and low cost Worldwide.
No more records found
ASK VIDYA