Pramila Satpathyପ୍ରମୀଳା ଶତପଥୀ ଓଡ଼ିଶା ସାହିତ୍ୟ ଜଗତର ଜଣେ ପ୍ରତିଷ୍ଠିତ ଶବ୍ଦଶିଳ୍ପୀ । ଅନ୍ତର୍ମୁଖୀ ଆନନ୍ଦ, ଆବେଗର କାରୁକାର୍ଯ ତାଙ୍କ କବିତାର ବିଶେଷ ଗୁଣ । ଭୋଗିବାର ଆତୁରତାକୁ ଆଲୋକିତ କରୁଥାଏ । ତାଙ୍କର ପ୍ରତିଟି ଉଚ୍ଛ୍ୱାସ; କାରୁଣ୍ୟର କାତରତାକୁ ପ୍ରତିଷ୍ଠା ଦେଉଥାଏ ତାଙ୍କର ପ୍ରତିଟି ଭାବାବେଶ । ଲେଖିକାଙ୍କର 28ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । Read More Read Less
An OTP has been sent to your Registered Email Id:
Resend Verification Code