Praharaj Satyanarayan Nanda

Praharaj Satyanarayan Nandaପ୍ରହରାଜ ସତ୍ୟନାରାୟଣ ନନ୍ଦଙ୍କ ଜନ୍ମ ୬ ସେପ୍ଟେ#2862;୍ବର ୧୯୪୩ । ଫକୀରମୋହନ କଲେଜରୁ ଉପାଧି ଓ ରେଭେନ୍ସା କଲେଜରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷାଲାଭ ପରେ 'ଅମୃତବଜାର ପତ୍ରିକା' ଓଡ଼ିଶା ସଂସ୍କରଣ ଓ ପରେ କଲିକତାରେ ସହସମ୍ପାଦକ ରୂପେ ଦୀର୍ଘ ୧୦ ବର୍ଷର ସାମ୍ବାଦିକ ଜୀବନ । ସୂଚନା ଓ ଲୋକ ସମ୍ପର୍କ ବିଭାଗରେ ସହକାରୀ ସମ୍ପାଦକ ରୂପେ 'ଉତ୍କଳ ପ୍ରସଙ୍ଗ', 'ଓଡ଼ିଶା ରିଭ୍ୟୁ'ର ସମ୍ପାଦନା ଦାୟିତ୍ୱ । ଫକୀରମୋହନ ସାହିତ୍ୟ ପରିଷଦ, ଆସନ୍ତାକାଲି, ନ୍ୟୁଜ୍ ଅଫ୍ ଦି ୱାର୍ଲଡ୍], ସତ୍ୟଂ ଶିବଂ ସୁନ୍ଦରମ୍ ସହିତ ସମ୍ପୃକ୍ତ । ୧୯୬୮ରେ ସର୍ବଭାରତୀୟ କବି ସମ୍ମେଳନରେ ଓଡ଼ିଶାର ପ୍ରତିନିଧିତ୍ୱ । ୨୦୦୧ରେ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ କାର୍ଯ୍ୟ ନିବୃତ୍ତ । Read More Read Less

2 results found
List viewGrid view
Sort By:
1.
Sun in the Golden Chariot1 % NR
Publisher: Black Eagle Books
No Review Yet
₹1,038
₹1,028
Binding:
Paperback
Release:
05 May 2023
Language:
English
International Edition
Ships within 16-18 Days Explain..
Free Shipping in India and low cost Worldwide.
2.
Sahasrabdeera Swaksharita Pandulipi4 % NR
Publisher: Black Eagle Books
No Review Yet
₹1,020
₹979
Binding:
Paperback
Release:
19 Jan 2022
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
No more records found