Nibedita Panda

Nibedita Pandaଡକ୍ଟର ନିବେଦିତା ପଣ୍ଡା ସାଂପ୍ରତିକ ସମୟର ଜଣେ ଗବେଷିକା, ସମାଲୋଚିକା ଏବଂ ସୁସାହିତ୍ୟିକା । ଗଙ୍ଗାଧର ମେହେର ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଓଡିଆ ଭାଷା ଓ ସାହିତ୍ୟ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଏମ୍].ଫିଲ୍ ଡିଗ୍ରୀ ଓ ୨୦୧୯ ମସିହାରେ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଲାଭକରିଛନ୍ତି । ତାଙ୍କର କେତେକ କବିତା, ଗଳ୍ପ, ଉପନ୍ୟାସ ସମ୍ବନ୍ଧୀୟ ସମାଲୋଚନାତ୍ମକ ପ୍ରବନ୍ଧ ବିଭିନ୍ନ ପୁସ୍ତକ ଓ ପତ୍ର ପତ୍ରିକାରେ ପ୍ରକାଶିତ । ଆକାଶବାଣୀ ସମ୍ବଲପୁରକେନ୍ଦ୍ରରୁ 'ଘରସଂସାର' ଏବଂ 'ଯୁବବାଣୀ' କାର୍ଯ୍ୟକ୍ରମରେ ତାଙ୍କର ବହୁ ଉପାଦେୟ ଆଲୋଚନା ପ୍ରସାରିତ । ନିଜସ୍ୱ ପ୍ରତିଭା ପାଇଁ ଡକ୍ଟର ପଣ୍ଡା 'ବୀରକଳିଙ୍ଗ' ଅନୁଷ୍ଠାନ ତରଫରୁ 'କଳିଙ୍ଗ ଯୁବ ପ୍ରତିଭା' ସମ୍ମାନରେ ସମ୍ବର୍ଦ୍ଧିତା । Read More Read Less

1 results found
List viewGrid view
Sort By:
1.
Odia Baigyanika UpanyasaNR
Publisher: Black Eagle Books
No Review Yet
₹1,210
Binding:
Paperback
Release:
20 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found