Narendra Kumar Bhoi

Narendra Kumar Bhoiନରେନ୍ଦ୍ର କୁମାର ଭୋଇ ବୌଦ୍ଧ ଜିଲ୍ଲାର ନୁର୍ପା ଗ୍ରାମରେ ୨୨ ଜୁଲାଇ ୧୯୭୯ରେ ଜନ୍ମଗ୍ରହଣ କରିଥିଲେ । ସମାଜକର୍ମ ଓ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ପରେ ସେ ଏବେ ସାହିତ୍ୟ ଓ ସମାଜ ସେବାରେ ନିୟୋଜିତ । ତାଙ୍କର ପ୍ରକାଶିତ କବିତା ସଂକଳନ ହେଲା 'ଧୁନ୍ଦୁକୁଡ଼ା' (ରାଜ୍ୟ ଯୁବ ପୁରସ୍କାର ପ୍ରାପ୍ତ), 'ସ୍ୱର ନିଜର' ଏବଂ 'ପୀଡ଼ାପର୍ବ' (କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର ପ୍ରାପ୍ତ) । ସେ ପାଇଥିବା ପୁରସ୍କାର ଓ ସମ୍ମାନ ମଧ୍ୟରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବପୁରସ୍କାର, ରାଜ୍ୟ ଯୁବ ପୁରସ୍କାର, ବସନ୍ତ ମୁଦୁଲି ସ୍ମୃତି ପୁରସ୍କାର, ହାଜି ଅସରଫ୍ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର, କବି ଭାନୁଜୀ ରାଓ ସ୍ମୃତି ସମ୍ମାନ, କୋଶଳ ସାହିତ୍ୟ ସମ୍ମାନ ଉଲ୍ଲେଖଯୋଗ୍ୟ । Read More Read Less

1 results found
List viewGrid view
Sort By:
1.
Dhundukuda1 % NR
Publisher: Black Eagle Books
No Review Yet
₹1,211
₹1,199
Binding:
Paperback
Release:
03 Mar 2024
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found