Nandini Satpathyନନ୍ଦିନୀ ଶତପଥୀ (୧୯୩୧-୨୦୦୬) ଏକାଧାରରେ ଥିଲେ ଜଣ7; କବି, ଗାଳ୍ପିକା ଓ ଅନୁବାଦିକା । ତାଙ୍କର ପ୍ରକାଶିତ ପୁସ୍ତକମାନଙ୍କ ମଧ୍ୟରେ କବିତା ସଂକଳନ 'ଉତ୍ତର ପୁରୁଷ', ଗଳ୍ପ ସଂକଳନ 'କେତୋଟି କଥା', 'ସପ୍ତଦଶୀ' ଏବଂ ଅନୁବାଦ ପୁସ୍ତକ 'ଗାନ୍ଧୀ କଥାମୃତ', 'ରେଭିନ୍ୟୁ ଟିକଟ', 'ଲଜ୍ଜା' ଓ ମହାଶ୍ୱେତା ଦେବୀଙ୍କ ନିର୍ବାଚିତ ଗଳ୍ପ ଉଲ୍ଲେଖଯୋଗ୍ୟ । ତାଙ୍କୁ ମିଳିଥିବା ସମ୍ମାନ ମଧ୍ୟରେ 'ରେଭିନ୍ୟୁ ଟିକେଟ' ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ, 'ଗାନ୍ଧୀ କଥାମୃତ' ପାଇଁ ସାହିତ୍ୟ ଅକାଦେମୀ ପୁରସ୍କାର ଓ ଅନୁବାଦଗତ ସଫଳତା ନିମନ୍ତେ ସାହିତ୍ୟ ଭାରତୀ ସମ୍ମାନ ଉଲ୍ଲେଖଯୋଗ୍ୟ । Read More Read Less
An OTP has been sent to your Registered Email Id:
Resend Verification Code