Nabajyoti Rayଲେଖିକା ନବଜ୍ୟୋତି ରାୟ ଏକାଧାରରେ ଜଣେ କବି, ଅନୁĞ;ାଦିକା ଏବଂ ଆଲେଖ୍ୟ ଲେଖିକା । ସାହିତ୍ୟ ସଂଗଠିକା ଭାବେ ପରିଚିତ ନବଜ୍ୟୋତିଙ୍କ କବିତା ନାରୀର ବ୍ୟକ୍ତି ସଚେତନତା, ସମାଜର ବିଭିନ୍ନ ବୈଷମ୍ୟ ଏବଂ ମଣିଷ ପଣିଆର କଥା କୁହେ । ବିଳମ୍ବରେ ସାହିତ୍ୟ କ୍ଷେତ୍ରରେ ପ୍ରବେଶ କଲେ ମଧ୍ୟ ନିଜର ଭିନ୍ନ ସ୍ୱର ଯୋଗୁଁ ନବଜ୍ୟୋତି ଭିଡ ମଧ୍ୟରେ ବାରି ହେଇଯାଆନ୍ତି । ଏହି ପୁସ୍ତକଟି ଅନୁବାଦ କରିବା ପୂର୍ବରୁ ଲେଖିକା 'ଭାରତୀୟ ଜନତା ପାର୍ଟି ଗୌରବ ଗାଥା'କୁ ଅନୁବାଦ କରି ଲୋକପ୍ରିୟତା ହାସଲ କରିପାରିଛନ୍ତି । ଲେଖିକାଙ୍କର ଅନ୍ୟ କୃତିଗୁଡ଼ିକ ହେଲା କବିତା ବହି ସାରାଂଶ ଓ ବୃଷ ରାଶି ତଥା ଅନୁବାଦ ପୁସ୍ତକ ଭୁଲିଗଲେଣି ଲୋକେ । Read More Read Less
An OTP has been sent to your Registered Email Id:
Resend Verification Code