· FLAT 10% Off (Maximum Discount Rs.50) Use Code - BWSPECIAL10
· Grab Bestselling Books upto 50% Off!
Manoranjan Pattanayakମନୋରଂଜନ ପଟ୍ଟନାୟକ ଦୀର୍ଘ ୫୦ ବର୍ଷ ଧରି ମୁଂବଇରେ ରହୁଛନ୍ତି । ତାଙ୍କର ପ୍ରଥମ ଅନୁବାଦ ପୁସ୍ତକ 'ଓମାର କାବ୍ୟ' ଗତବର୍ଷ ଏସିଆନ୍ ପ୍ରେସ୍ ବୁକ୍ସ, କଲିକତା ଦ୍ୱାରା ପ୍ରକାଶିତ । ଏହା ହେଉଛି ଅନୁବାଦକଙ୍କର ୨ୟ ପ୍ରକାଶିତ ପୁସ୍ତକ । ମହାକବି କାଳିଦାସଙ୍କର 'ମେଘଦୂତମ୍]'ର ଏହା ଓଡ଼ିଆ ପଦ୍ୟାନୁବାଦ ଯେଉଁଥିରେ ଭାଷାର ସରଳତା ଓ ସାବଲୀଳତା ରହିଛି । ପାଠକସମାଜ ଏହି ପଦ୍ୟାନୁବାଦକୁ ଆନ୍ତରିକତାର ସହିତ ଆପଣେଇ ନେବେ ବୋଲି ଆଶା ଓ ବିଶ୍ୱାସ ।ମୋ-୯୯୮୭୦୨୨୯୩୦ Read More Read Less
An OTP has been sent to your Registered Email Id:
Resend Verification Code