Filter By Category
Manasi Goswami

Manasi Goswamiଡ. ମାନସୀ ଗୋସ୍ୱାମୀ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଏନ୍].ସି.ଇ.ଆର୍].ଟି)ର ପଦାର୍ଥ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟରତା । ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଡକ୍ଟରେଟ୍ ଡିଗ୍ରୀ ପ୍ରାପ୍ତ କଲା ପରେ ଶିକ୍ଷା ଦାନ ଓ ଗବେଷଣା ସହ ବିଜ୍ଞାନ ଲେଖା ଓ ବିଭିନ୍ନ ଶିକ୍ଷା ସମ୍ବନ୍ଧୀୟ ଲେଖାଲେଖିକୁ ସେ ଆଗ୍ରହର ସହ ଆଦରି ନେଇଛନ୍ତି । ତାଙ୍କର ଜନପ୍ରିୟ ବିଜ୍ଞାନ ଲେଖାକୁ ସ୍ୱିକୃତି ଜଣାଇ ୨୦୧୯ ମସିହାରେ ଭାରତ ସରକାରଙ୍କର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ତରଫରୁ ତାଙ୍କୁ ଜାତୀୟ ପୁରସ୍କାରରେ ଭୂଷିତ କରାଯାଇଅଛି । ଓଡ଼ିଆ ଭାଷାରେ ତାଙ୍କ ଦ୍ୱାରା ଲିଖିତ ଅନେକଗୁଡ଼ିଏ ଉପାଦେୟ ଜନପ୍ରିୟ ବିଜ୍ଞାନ ପୁସ୍ତକ ମଧ୍ୟରେ 'ପଦେ ଛନ୍ଦେ ପରିବେଶ', 'ବିଜ୍ଞାନ ବିଭବ', 'ଆଧୁନିକ ବିଜ୍ଞାନ ବିସ୍ମୟ', 'ବ୍ରହ୍ମ ନିନାଦ' ଇତ୍ୟାଦି ଉଲ୍ଲେଖନୀୟ । ଶିକ୍ଷକ ପ୍ରସ୍ତୁତି ଓ ଶିକ୍ଷକ ତାଲିମ ସହ ପେଶାଗତ ଭାବେ ସମ୍ପୃକ୍ତ ଥିବା ପ୍ରଫେସର ମାନସୀ ଗୋସ୍ୱାମୀଙ୍କର ବିଦ୍ୟାଳୟ ଅଭିଜ୍ଞତା ଉପରେ ଆଧାରିତ ଏହି ପୁସ୍ତକଟି ତାଙ୍କର ପ୍ରଥମ ଶିକ୍ଷଣୀୟ ଗଳ୍ପ ସଂକଳନ । ଏହି ବହିଟିରେ, ବିଦ୍ୟାଳୟ ଶିକ୍ଷା ଓ ବିଦ୍ୟାଳୟ ପରିବେଶକୁ ନେଇ ଗଢ଼ି ଉଠିଥିବା ଅତ୍ୟନ୍ତ ମନଛୁଆଁ ଓ ବାସ୍ତବଧର୍ମୀ କ୍ଷୁଦ୍ରଗଳ୍ପଗୁଡ଼ିକ ସବୁବର୍ଗର ପାଠକ/ପାଠିକାମାନଙ୍କ ସ୍ମୃତିରେ ସେମାନଙ୍କର ବିଦ୍ୟାଳୟ ଜୀବନ ଓ ଆଦର୍ଶ ବିଚାରକୁ ପୁନର୍ଜୀବିତ କରିପାରିବ ବୋଲି ଦୃଢ଼ ବିଶ୍ୱାସ । Read More Read Less

2 results found
List viewGrid view
Sort By:
1.
Connecting the AlphabetsNR
Publisher: Black Eagle Books
No Review Yet
₹1,260
Binding:
Paperback
Release:
29 Sep 2023
Language:
English
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Muthae AkshyaraNR
Publisher: Black Eagle Books
No Review Yet
₹1,017
Binding:
Paperback
Release:
24 Apr 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found