Manas Panda

Manas Pandaସଂଖ୍ୟା ଦୃଷ୍ଟିରୁ ଖୁବ୍ କମ୍ ଗପ ଲେଖିଥିବା ସତ୍ତ୍ୱେ, ନିଜର ଏକ ସ୍ୱତନ୍ତ୍ର ଛାପ ଓ ପରିଚୟ ତିଆରିବାରେ ସକ୍ଷମ ହୋଇଥିବା ଆମ ସମୟର ଜଣେ ପ୍ରଭାବଶାଳୀ ଓ ପ୍ରତିଶ୍ରୁତିସଂପନ୍ନ ଗାଳ୍ପିକ ହେଲେ ମାନସ ପଣ୍ଡା । ମାନସଙ୍କ ଗଳ୍ପ-ମାନସର ଏକ ଉଲ୍ଲେଖନୀୟ ବୈଶିଷ୍ଟ୍ୟ ହେଉଛି, କାହାଣୀ ଚୟନଠୁ କଥନ ଶୈଳୀଯାଏ- ସବୁଥିରେ ଥାଏ ଦଲକାଏ ତାଜାପଣ । ତାଙ୍କ ଗପସବୁ ଏକାଧାରରେ ଅଣପାରମ୍ପରିକ ଓ ଅଣବୋରିଂ; ସାବଲୀଳ ଓ ସୁଖପାଠ୍ୟ; ବିନା ବିରାମରେ ଏକା ନିଃଶ୍ୱାସକେ ପଢ଼ି ହେଇଗଲା ଭଳି ଆକର୍ଷଣୀୟ ଓ ଉପଭୋଗ୍ୟ । ପୁଣି, ପ୍ରେମ-ପ୍ରତାରଣାର ପଣକିଆ ପଢ଼ାଇବାରେ ତାଙ୍କ ଗପ ଯେତିକି ପାରଙ୍ଗମ, ଜୀବନ-ଜଞ୍ଜାଳର ଜଟିଳ ଜ୍ୟାମିତି କଷାଇବାରେ ବି ସେତିକି ଜାଜ୍ଜ୍ୱଲ୍ୟମାନ । Read More Read Less

4 results found
List viewGrid view
Sort By:
1.
Bhari ManepadeNR
Publisher: Black Eagle Books
No Review Yet
₹1,215
Binding:
Paperback
Release:
20 Oct 2021
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
2.
Organizational Strategies And Processes (Meeting Challenges Of Growth)31 %
Available
Ships within 4-6 Days Explain..
3.
Innovations in Intelligent Computing and CommunicationNR
International Edition
Ships within 14-16 Days Explain..
Free Shipping in India and low cost Worldwide.
No more records found