Mahendra Prasadଅନୁବାଦକ ମହେନ୍ଦ୍ର ପ୍ରସାଦ ଭାରତର ବିଖ୍ୟାତ ଲେ#2838;କ ସୁନୀଲ ଗଙ୍ଗୋପାଧ୍ୟାୟ, ମହାଶ୍ୱେତା ଦେବୀ, ଗିରୀଶ କନ୍ନଡ, ବିଶ୍ୱନାଥ ପ୍ରସାଦ ତିୱାରୀ, କୁଅଁର ନାରାୟଣ, ଶଶି ଥରୁର, ବୀରାପ୍ପା ମୋଇଲି, କୁଳଦୀପ ନାୟାର ଏବଂ ରସ୍କିନ ବଣ୍ଡ୍ ପ୍ରମୁଖଙ୍କ ଗଳ୍ପ, ଉପନ୍ୟାସ, କବିତା ଓ ଆତ୍ମଜୀବନୀ ଅନୁବାଦ କରି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି । ଅନୁବାଦ ଭିନ୍ନ ସେ ନିଜେ ବହୁ ଚମତ୍କାର କ୍ଷୁଦ୍ରଗଳ୍ପ ରଚନା କରିଛନ୍ତି । ଇଂରାଜୀ ଏବଂ ଓଡିଆ ସମ୍ବାଦପତ୍ରରେ ଭିନ୍ନ ଭିନ୍ନ ପ୍ରସଙ୍ଗରେ ପ୍ରବନ୍ଧ ଲେଖୁଥିବା ଡ. ମହେନ୍ଦ୍ର ପ୍ରସାଦ ସଂପ୍ରତି ଓଡିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ 'ଶିକ୍ଷା ଓ ଅନୁସନ୍ଧାନ' ବିଶ୍ୱବିଦ୍ୟାଳୟର ନିର୍ଦ୍ଦେଶକ ଭାବେ ଅବସ୍ଥାପିତ । ଏଥି ସହିତ ସେ ୟୁନେସ୍କୋର 'ଭାରତୀୟ ଜାତୀୟ ସଂହତି ଆୟୋଗ' (ଆଇଏନ୍]ସିସିୟୁ), 'ଅଲ୍ ଇଣ୍ଡିଆ କାଉନ୍]ସିଲ୍ ଅଫ୍ ଟେକନିକାଲ୍ ଏଜୁକେସନ୍]', 'ରମଣ ମାଗାସେସେ ପୁରସ୍କାର ଫାଉଣ୍ଡେସନ', 'ସାର୍ ଅନିରୁଦ୍ଧ ଜଗନ୍ନାଥ ପିସ୍ ଫାଉଣ୍ଡେସନ୍]' ମରିସସ୍ ଆଦି ଆଦି ବହୁ ମର୍ଯ୍ୟାଦାଜନକ ଅନୁଷ୍ଠାନର ସଦସ୍ୟା ତଥା ନେପାଳ ପ୍ରଧାନମନ୍ତ୍ରୀଙ୍କର ପରାମର୍ଶଦାତା ଅଛନ୍ତି । Read More Read Less
An OTP has been sent to your Registered Email Id:
Resend Verification Code