Mahendra Bhatanagar

Mahendra Bhatanagarମହେନ୍ଦ୍ର ଭଟନାଗର (୨୬ ଜୁନ୍ ୧୯୨୬-୨୭ ଏପ୍ରିଲ୍ ୨8;୨୦) ଜଣେ ଦ୍ୱି-ଭାଷିକ କବି- ହିନ୍ଦୀ ଓ ଇଂରେଜୀ । ୧୯୪୧ ମସିହାର ଶେଷ ଆଡ଼କୁ କାବ୍ୟ ରଚନାର ଆରମ୍ଭ । ପ୍ରାୟ ଛଅ ବର୍ଷର କାବ୍ୟରଚନାର ପରିପେକ୍ଷ ସ୍ୱତନ୍ତ୍ରତା-ପୂର୍ବ ଭାରତ; ଶେଷ ସ୍ୱତନ୍ତ୍ରୋତ୍ତର । ହିନ୍ଦୀର ତତ୍କାଳୀନ ତିନୋଟିଯାକ କାବ୍ୟ-ଧାରାରେ ସଂପୃକ୍ତ-ରାଷ୍ଟ୍ରୀୟ କାବ୍ୟଧାରା, ଉତ୍ତର ଛାୟାବାଦୀ ଗୀତିକାବ୍ୟ ଏବଂ ପ୍ରଗତିବାଦୀ କବିତା । ପ୍ରଗତିଶୀଳ ମାନବତାବାଦୀ କବି ରୂପରେ ସିଏ ପ୍ରତିଷ୍ଠିତ । କବିତାର ଅନ୍ତର୍ବସ୍ତୁ ପ୍ରତି ସିଏ ସର୍ବଦା ସଜାଗ । Read More Read Less

1 results found
List viewGrid view
Sort By:
1.
Mrutyubodha1 % NR
Publisher: Black Eagle Books
No Review Yet
₹1,176
₹1,164
Binding:
Paperback
Release:
04 Apr 2024
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found