Lakshmi Narayan Choudhury

Lakshmi Narayan Choudhuryସ୍ୱର୍ଗୀୟ ଲକ୍ଷ୍ମୀନାରାୟଣ ଚୌଧୁରୀ ଏକାଧାରାରͷ ଜଣେ ବିଶିଷ୍ଟ ଶିକ୍ଷାବିତ୍ ଓ ସଫଳ ବ୍ୟବସାୟିକ ଭାବେ ସମଗ୍ର କଟକ ସହରରେ ପରିଚିତ ବ୍ୟକ୍ତିତ୍ୱ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟ୍ ଓ ସିଣ୍ଡିକେଟ୍]ର ସଦସ୍ୟ ଭାବେ ବିଶ୍ୱବିଦ୍ୟାଳୟରେ ତାଙ୍କର ସୁନାମ ଥିଲା । ୧୯୬୫ ମସିହା ଜୁଲାଇ ମାସରେ ହେଲ୍]ସିଙ୍କିଠାରେ ଆୟୋଜିତ ବିଶ୍ୱଶାନ୍ତି ସମ୍ମିଳନୀରେ ସେ ଭାରତୀୟ ପ୍ରତିନିଧି ଭାବେ ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ । ତାଙ୍କ ସାଙ୍ଗରେ ଥିବା ଅନ୍ୟ ପ୍ରମୁଖ ପ୍ରତିନିଧିମାନଙ୍କ ମଧ୍ୟରେ ଥିଲେ ସୟଦ୍ ଅବଦୁଲ୍ଲା ବୁଖାରୀ (ଜାମା ମସ୍]ଜିଦର ଇମାମ୍]), ଡଃ ଆକବର ଅଲି ଖାଁ (ଯିଏକି ପରେ ଓଡ଼ିଶାର ରାଜ୍ୟପାଳ ହେଲେ), ଅରୁଣା ଅସଫ୍ ଅଲି (ଓଡ଼ିଶାର ଗଭର୍ଣ୍ଣର ଅସଫ୍ ଅଲିଙ୍କ ଧର୍ମପତ୍ନୀ) । ଏମିତି ବହୁ ଖ୍ୟାତନାମା ବ୍ୟକ୍ତିବିଶେଷ ଏହି ଶାନ୍ତି ସମ୍ମିଳନୀରେ ଯୋଗ ଦେଇଥିଲେ । ସମସ୍ତଙ୍କ ସାଙ୍ଗରେ ତାଙ୍କର ବହୁଦିନ ପର୍ଯ୍ୟନ୍ତ ସୁସମ୍ପର୍କ ମଧ୍ୟ ଥିଲା । ତାଙ୍କର ଏ ଆତ୍ମଜୀବନୀ ତାଙ୍କର (ବଣମଲ୍ଲୀ ବଣରେ ଫୁଟି ଝଡି ପଡିଥିବା) ଚରିତ୍ରକୁ ଲୋକଲୋଚନକୁ ଆଣିବାର ସାହାଯ୍ୟ କରିବ ବୋଲି ଆଶା । Read More Read Less

1 results found
List viewGrid view
Sort By:
1.
Cuttack High Court Chhakaru HelsinkiNR
Publisher: Black Eagle Books
No Review Yet
₹1,049
Binding:
Paperback
Release:
18 Apr 2022
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found