Filter By Category
Jnanaranjan Nayak

Jnanaranjan Nayakକଥାକାର ଜ୍ଞାନରଞ୍ଜନ ନାୟକ (୧୯୬୯), ଇଲେକ୍]ଟ୍ରିକ8;ଲ୍ ଇଞ୍ଜିନିୟରିଂରେ ସ୍ନତକୋତ୍ତର (ଏମ୍]ଟେକ୍]) ପରେ ସମ୍ପ୍ରତି ପି.ଏନ୍].ଏସ୍]. ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି, କେନ୍ଦ୍ରାପଡ଼ାର ଅଧ୍ୟକ୍ଷ ଭାବରେ କାର୍ଯ୍ୟରତ । ଏଥିସହିତ ସେ ଜଣେ ନିୟମିତ ଗଳ୍ପ ତଥା ଉପନ୍ୟାସ ଲେଖକ ଭାବରେ ମଧ୍ୟ ଯଥେଷ୍ଟ ସୁନାମ ହାସଲ କରିଛନ୍ତି । ଇତିପୂର୍ବରୁ ଜ୍ଞାନରଞ୍ଜନଙ୍କର ଗଳ୍ପ ସଂକଳନ 'ମେଘମହ୍ଲାର', 'ଲକ୍ଷ୍ମୀପାଦ' ଓ 'ଧୂଳି'; ଉପନ୍ୟାସିକା 'ଘାସଫୁଲର ଗୀତ'; ଜୀବନୀ 'ବାରିଷ୍ଟର ଗାନ୍ଧୀ' ଆଦି ପୁସ୍ତକ ପ୍ରକାଶ ପାଇ ତାଙ୍କୁ ପାଠକୀୟ ଏବଂ ଆନୁଷ୍ଠାନିକ ସ୍ୱୀକୃତି ଦେବାରେ ସହାୟକ ହୋଇପାରିଛି । Read More Read Less

1 results found
List viewGrid view
Sort By:
1.
Om Shree Shree Prajapataye Namaha1 % NR
Publisher: Black Eagle Books
No Review Yet
₹1,218
₹1,206
Binding:
Paperback
Release:
18 Apr 2022
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found