Filter By Category
Himanshu Kumar Hota

Himanshu Kumar Hotaହିମାଂଶୁ କୁମାର ହୋତା (୧୯୫୯)ଙ୍କ ଜନ୍ମ ବଲାଙ୍ଗୀĞ; ଜିଲ୍ଲାର କୁଶମେଲ ଗ୍ରାମରେ । ଭଜନ, ଶିଶୁ ସାହିତ୍ୟ, କବିତା, ଗଳ୍ପ, ଉପନ୍ୟାସରେ ସେ ଖୁବ୍ ସିଦ୍ଧହସ୍ତ । ଶ୍ରୀ ହୋତାଙ୍କର ଉପନ୍ୟାସଗୁଡ଼ିକ ହେଲା- 'ସ୍ୱଣ୍ଣମୃଗ', 'ବିଡମ୍ବନା', 'ସତୀ, ସ୍ୱାଧୀ, କୁଲଟା' ଓ 'ଦାଦନ ରାଜ୍ୟ' । ଏହି ଗଳ୍ପ ସଂକଳନ 'ବିବାହ ବେଦୀ କେତେ ଦୂର ଓ ଅନ୍ୟାନ୍ୟ ଗଳ୍ପ' ହେଉଛି ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ଗଳ୍ପଗୁଡ଼ିକର ସମାହାର । ଗଳ୍ପଗୁଡିକର ଚିତ୍ର ଓ ଚରିତ୍ରମାନେ ଜୀବନ୍ତ । ଶ୍ରୀ ହୋତା ଓଡ଼ିଶା ରାଜସ୍ୱ ବିଭାଗରୁ ଏବେ ସେବାନିବୃତ୍ତ ଏବଂ ବର୍ତ୍ତମାନ ସେ ପାଟଣାଗଡ଼ ସହରର ଅଧିବାସୀ । Read More Read Less

2 results found
List viewGrid view
Sort By:
1.
Bibahabedi Kete Dura O Anyanya GalpaNR
Publisher: Black Eagle Books
No Review Yet
₹1,367
Binding:
Paperback
Release:
03 Aug 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Sati Sadhwi Kulata1 % NR
Publisher: Black Eagle Books
No Review Yet
₹1,344
₹1,331
Binding:
Paperback
Release:
12 Nov 2023
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found