Harivansh Rai Bachchanହରିବଂଶ ରାୟ ବଚ୍ଚନ (୨୭ ନଭେମ୍ବର ୧୯୦୭ - ୧୮ ଜାନୁଆ864;ୀ ୨୦୦୩) ହିନ୍ଦୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିବା ଅନେକ କବିଙ୍କ ମଧ୍ୟରେ ଅନ୍ୟତମ । ତାଙ୍କ କବିତା ପୁସ୍ତକ 'ମଧୁଶାଳା' ଏକ କାଳଜୟୀ ପୁସ୍ତକ । ଏଥିରେ ଶହେ ପଇଁତିରିଶଟି ପଦ ଚଉପଦୀ ଆକାରରେ ସନ୍ନିବେଶିତ ହୋଇଛି । ଏଥିରେ ସୁଫିବାଦର ଦର୍ଶନ ପ୍ରତିଭାତ ହୁଏ । ହିନ୍ଦୀ ସାହିତ୍ୟରେ ତାଙ୍କର ଯୋଗଦାନ ପାଇଁ ଭାରତ ସରକାର ୧୯୭୬ରେ ତାଙ୍କୁ 'ପଦ୍ମଭୂଷଣ' ପ୍ରଦାନ କରିଥିଲେ । Read More Read Less
An OTP has been sent to your Registered Email Id:
Resend Verification Code