Harikrishna Behera

Harikrishna Beheraଡକ୍ଟର ହରିକୃଷ୍ଣ ବେହେରାଙ୍କ ଜନ୍ମ ବ୍ରହ୍ମପୁର,ଓଡ଼ିଶାରେ । ପିଲାଟିବେଳୁ ଓଡ଼ିଆ ସାହିତ୍ୟ ଓ କବିତାରେ ରୁଚି ରଖୁଥିବା ଏହି କବିଙ୍କ ନିଶା କିନ୍ତୁ ଥିଲା ଓଡ଼ିଆ ପୁସ୍ତକ ସଂଗ୍ରହ । ନବେ ଦଶକରେ ନିଜେ 'ନେହା ବୁକ୍ ଟ୍ରଷ୍ଟ୍]' ନାମରେ ଏକ ଘରୋଇ ପାଠାଗାର ଗଠନ କରି ଓଡ଼ିଆ ପାଠକ ମହଲରେ ଆଦୃତି ଲାଭ କରିଥିଲେ । ତାଙ୍କ ରଚିତ ଗଳ୍ପ, କବିତା, ଅନୁବାଦ ଓ ପ୍ରବନ୍ଧଗୁଡ଼ିକ ଦୀର୍ଘ ଦୁଇ ଦଶନ୍ଧି ଧରି ଓଡ଼ିଶାର ଓ ଓଡ଼ିଶା ବାହାରର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଏହା ତାଙ୍କର ପ୍ରଥମ କବିତା ସଂକଳନ ହୋଇଥିବା ବେଳେ ଆଗରୁ ପାଞ୍ଚଟି ଇଂରାଜୀ ପୁସ୍ତକ ପ୍ରକାଶିତ ହୋଇସାରିଛି । ଏହାଛଡା ତାଙ୍କ ଦ୍ୱାରା ଲିଖିତ ଗବେଷଣା ନିବନ୍ଧଗୁଡ଼ିକ ଦେଶରେ ଓ ଦେଶ ବାହାରେ ପ୍ରକାଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ବର୍ତ୍ତମାନ ଡକ୍ଟର ବେହେରା ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି), ଢେଙ୍କାନାଳରେ ସହକାରୀ ପ୍ରଫେସର ଭାବେ ଅବସ୍ଥାପିତ ଅଛନ୍ତି । Read More Read Less

1 results found
List viewGrid view
Sort By:
1.
Neha Paain Prema Kabita1 % NR
Publisher: Black Eagle Books
No Review Yet
₹1,211
₹1,199
Binding:
Paperback
Release:
26 Feb 2024
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found