Filter By Category
Gopala Ballabha Das

Gopala Ballabha Dasଗୋପାଳବଲ୍ଲଭ ଦାସ (୧୮୬୦-୧୯୧୫, ସତ୍ୟଭାମାପୁର, କଟ7;) ରେଭେନ୍ସା ମହାବିଦ୍ୟାଳୟରୁ ଏମ୍].ଏ. ପାସ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଥିଲେ ସର୍ବପ୍ରଥମ । ସେ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଅନୁଜ । ବ୍ରିଟିଶ ଶାସନ କାଳରେ ସେ ଜଣେ ଉଚ୍ଚପଦର ସରକାରୀ କର୍ମଚାରୀ ଥିଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ତାଙ୍କର ଗଭୀର ଆଦର ଥିଲା । ତାଙ୍କର ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ 'ଆତ୍ମବତ୍ ସର୍ବଭୂତେଷୁ' (୧୮୮୮), 'କବିତା ମଞ୍ଜରୀ' (୧୮୯୫), 'ଭକ୍ତି ରସାବଳୀ' (୧୯୦୦), 'ପ୍ରୀତି ସୁଧାକର' (୧୯୦୬), 'ଭୀମା ଭୂୟାଁ' (୧୯୦୮) ଉଲ୍ଲେଖଯୋଗ୍ୟ । Read More Read Less

1 results found
List viewGrid view
Sort By:
1.
Bhima Bhuyan1 % NR
Publisher: Black Eagle Books
No Review Yet
₹1,218
₹1,206
Binding:
Paperback
Release:
17 Jan 2024
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found