Binapani Panda

Binapani Pandaବୀଣାପାଣି ପଣ୍ଡା (୧୯୫୮)ଅନନ୍ୟ ପ୍ରାଣପ୍ରାଚୁର୍#2863;୍ୟ ଓ ନାରୀତ୍ୱର ଗରିମାରେ ସଜ୍ଜିତ କବି ବୀଣାପାଣିଙ୍କ କବିତାଜଗତ । 'ନିଜ ନିଜ ଆକାଶ, 'କିଛି ନିରବତା, 'କାକର ବୁନ୍ଦାରେ ସୂର୍ଯ୍ୟ, 'ଭୂଲଗ୍ନା, 'ତନୁତୀର୍ଥ, 'ଦ୍ୱାପର୍ଣ୍ଣା, 'ମିତ୍ରାକ୍ଷର' ଏବଂ 'ଗୋଧୂଳିଗୀତ' ଆଦି କବିତା ସଙ୍କଳନରେ ସଙ୍କଳିତ ତାଙ୍କ ଅନାବିଳ ଆତ୍ମୀୟତାର ମଧୁର ଝଙ୍କାର । 'ଜହ୍ନବଗିଚା ତାଙ୍କର ସନେଟ୍ ସଙ୍କଳନ । Read More Read Less

1 results found
List viewGrid view
Sort By:
1.
Pakshyachhaya1 % NR
Publisher: Black Eagle Books
No Review Yet
₹1,218
₹1,206
Binding:
Paperback
Release:
04 Aug 2021
Language:
Oriya
International Edition
Ships within 16-18 Days Explain..
Free Shipping in India and low cost Worldwide.
No more records found