Binapani Debataଡ. ବୀଣାପାଣି ଦେବତା, ଜନ୍ମ ୧୯୬୯, ସମ୍ବଲପୁର । ଜ୍ୟ891;ତିବିହାରରୁ ଏମ୍].ଏ., ଏମ.ଫିଲ୍], ୧୯୯୨-୧୯୯୪, ୟୁଜିସି ଏନ୍].ଇ.ଟି.ଜେଆରଏଫ୍], ବିଶ୍ୱଭାରତୀରୁ ପିଏଚ୍]ଡି ୧୯୯୯, ଉଚ୍ଚତର ଗବେଷଣା ପ୍ରକଳ୍ପ ପାଇଁ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ଠାରୁ ଜୁନିଅର ଫେଲୋସିପ ୨୦୦୪-୨୦୦୬ । ଏଯାବତ ସାତଟି ପୁସ୍ତକ ପ୍ରକାଶିତ ହୋଇ ଆଦୃତ ହୋଇଛି । କବିତା ସଂକଳନ ବୀଜବପନ ୨୦୧୦, ନଦୀତମା ୨୦୨୧, ଡାଏରୀ ଅନ୍ତହୀନ ଶାନ୍ତିନିକେତନ ୨୦୧୮, ପ୍ରବନ୍ଧ ସଂକଳନ ମହାକବିର ଅଙ୍ଗୀକାର ଓ ଅନ୍ୟାନ୍ୟ ପ୍ରବନ୍ଧ ୨୦୧୫, ଲୋକସାହିତ୍ୟ ସପକ୍ଷରେ ୨୦୧୫, ବଙ୍ଗଳା ଭାଷାରେ ଅନୂଦିତ ହୋଇ ପ୍ରକାଶ ପାଇଛି, ବାଁଚୋ ନଦୀର ମତୋ ବାଁଚୋ, କବିତା ସଂକଳନ ୨୦୧୦ ଓ ପ୍ରବନ୍ଧ ସଂକଳନ ଓଡ଼ିଆ ଓ ବାଂଲା ଲୋକଗୀତି ୨୦୨୧ । ସେ ପାଇଛନ୍ତି ବିଦ୍ୟାପୁରୀ କବିତା ପୁରସ୍କାର ୧୯୯୫, ଶ୍ରେଷ୍ଠ ଲେଖକ ପୁରସ୍କାର ସପ୍ତର୍ଷି ୨୦୦୨, ସାହିତ୍ୟ ଏକାଡେମୀ ଯୁବ ଲେଖକ ଟ୍ରାଭେଲ ଗ୍ରାଣ୍ଟ ୨୦୦୬, ଉତ୍କଳ ସାହିତ୍ୟ ସମାଜ ସମ୍ମାନ ୨୦୧୮ଇତ୍ୟାଦି ସମ୍ମାନ । Read More Read Less
An OTP has been sent to your Registered Email Id:
Resend Verification Code