· FLAT 10% Off (Maximum Discount Rs.50) Use Code - BWSPECIAL10
· Grab Bestselling Books upto 50% Off!
Benudhara Padhiସାଂପ୍ରତିକ ସାହିତ୍ୟ କ୍ଷେତ୍ରରେ ଡକ୍ଟର ବେଣୁଧ&2864; ପାଢ଼ୀ (୧୯୫୯) ଜଣେ କୃତବିଦ୍ୟ ସାହିତ୍ୟିକ । ସମାଲୋଚନା ସାହିତ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ତାଙ୍କର ଦୃଷ୍ଟିଭଙ୍ଗୀ ଏବଂ ବଳିଷ୍ଠ ତାଙ୍କର ଉପସ୍ଥାପନା । ଜଣେ ସଚେତନଶୀଳ ସାହିତ୍ୟିକ ଭାବରେ ସେ ତାଙ୍କର ପ୍ରବନ୍ଧଗୁଡ଼ିକରେ ସାଂପ୍ରତିକ ସମୟର ବାସ୍ତବ ଚିତ୍ର ଅଙ୍କନ କରିଛନ୍ତି । ତାଙ୍କ ଫିଚରଗୁଡ଼ିକ ପ୍ରାୟତଃ ରାଜନୀତି-ପୃଷ୍ଠଭୂମି ଆଧାରିତ । 'ସଂସ୍କୃତି ଓ ସାଂପ୍ରତିକତା', 'ସନ୍ତ୍ରାସବାଦ', 'ଫିକାତ୍ରିରଙ୍ଗା', 'ମଗଜ ମନ୍ଥନ', 'ଡେଣାଛିଣ୍ଡା କଙ୍କି ଓ ଝିଅର ଭାଗ୍ୟ' ଆଦିରେ ପତ୍ରସ୍ଥ ତାଙ୍କ ପ୍ରବନ୍ଧଗୁଡ଼ିକ ଯେତିକି ମୌଳିକ ସେତିକି ଭାବୋଦ୍ଦୀପକ । ତାଙ୍କ ଆଲୋଚନା-ଗ୍ରନ୍ଥ 'ନୟାନିବନ୍ଧ', 'ଉତ୍ତର ଆଧୁନିକତା ଭୂମିରୁ ସୀମା', ବିଦଗ୍ଧ ବିମର୍ଶ', 'ସାହିତ୍ୟତତ୍ତ୍ୱ ପ୍ରାଚ୍ୟ ଓ ପାଶ୍ଚାତ୍ୟ', 'ଲୋକସାହିତ୍ୟ ଓ ଲୋକସାହିତ୍ୟତତ୍ତ୍ୱ' ଇତ୍ୟାଦି ତାଙ୍କୁ ଜଣେ ସମର୍ଥ ସମାଲୋଚକର ପରିଚିତି ଦେବାକୁ ସମର୍ଥ । ସାଂପ୍ରତିକ ସାହିତ୍ୟ ଅଧ୍ୟୟନରେ ତାଙ୍କର ସ୍ୱତନ୍ତ୍ର ରୁଚି ଓ ଧାରଣା ରହିଛି । ତାଙ୍କର ଓଡ଼ିଆ ସାହିତ୍ୟର ଇତିହାସ ସାହିତ୍ୟ ଇତିହାସ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି । Read More Read Less
An OTP has been sent to your Registered Email Id:
Resend Verification Code