Filter By Category
Ashok Chandan

Ashok Chandanମାତ୍ର ପନ୍ଦର ବର୍ଷର କଥା ରଚନା କରି ଅଭାବିତ ପାଠě;ୀୟ ସ୍ୱୀକୃତି ପାଇଥିବା ଗାଳ୍ପିକ ଅଶୋକ ଚନ୍ଦନ (ଜନ୍ମ ୧୯୫୨, ପାଟଣାଗଡ଼) ନିଜେ ଜଣେ ବିସ୍ମୟ । ଅଶୋକଙ୍କ ପ୍ରଥମ ଗଳ୍ପ 'ସାଇଗନ' ପ୍ରକାଶ ପାଇଥିଲା ୧୯୬୯ ମସିହାରେ । ତା'ପରଠୁ ୧୯୮୪ ମସିହା, ତାଙ୍କର ଅକାଳ ମୃତ୍ୟୁ ପର୍ଯ୍ୟନ୍ତ ଏ କଥାଯାତ୍ରା ଥିଲା ନିରଙ୍କୁଶ । ସାମାଜିକ ଜୀବନର ବିସଙ୍ଗତି, ମଣିଷର ଅସହାୟତା, ଯୌନ ଭାବନା ଭିତରେ ସେ ନିଜର ଗଳ୍ପ ସୃଷ୍ଟିକରି ଥାଆନ୍ତି । କଥା ସହିତ ସମାନ୍ତରାଳ ଭାବେ ସେ ରଚନା କରିଛନ୍ତି କବିତା । ତାଙ୍କ ଗଳ୍ପର ସଂକଳନ 'ଅଶୋକ ଏବଂ ଅଶୋକ' (୧୯୮୫) ଏବଂ କବିତା ସଂକଳନ 'ଅନନ୍ତ ଆରମ୍ଭ' (୧୯୮୬) ଏ ଲେଖକଙ୍କ ସର୍ଜନ ସ୍ୱାକ୍ଷର ନେଇ ମରଣୋତ୍ତର ପ୍ରକାଶନ ଭାବେ ପ୍ରକାଶିତ ହୁଏ । ଅଶୋକ ଚନ୍ଦନଙ୍କ କଥା ପ୍ରତିଭା ସହିତ ବର୍ତ୍ତମାନର ପାଠକଙ୍କୁ ଚିହ୍ନାଇ ଦେବାପାଇଁ ଏ ପୁସ୍ତକ 'ବ୍ଲାକ୍ ଇଗଲ୍ ବୁକ୍ସ'ର ଏକ ସାମାନ୍ୟ ପ୍ରଚେଷ୍ଟା ଓ ତାଙ୍କ ପ୍ରତିଭା ପ୍ରତି ଏକ ନମ୍ର ଶ୍ରଦ୍ଧାଞ୍ଜଳି! Read More Read Less

2 results found
List viewGrid view
Sort By:
1.
Ashok Chandan Galpa SamagraNR
Publisher: Black Eagle Books
No Review Yet
₹1,375
Binding:
Paperback
Release:
21 Jun 2021
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found