Arabinda Rath

Arabinda Rathଗାଳ୍ପିକ ଅରବିନ୍ଦ ରଥଙ୍କର ଅନେକ କୃତି ବିଭିନ୍ନପତ୍ରପତ୍ରିକାରେ ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏଯାବତ୍ ଲେଖକ ପାଖାପାଖି ଶହେରୁ ଊର୍ଦ୍ଧ୍ଵ କ୍ଷୁଦ୍ରଗଳ୍ପ ରଚନା କରି ସାରିଛନ୍ତି ଓ ପ୍ରାୟ ସମସ୍ତ ଗଳ୍ପ ଷ୍ଟୋରିମିରର୍ ୱେବସାଇଟରେ ପ୍ରକାଶିତ ହୋଇସାରିଛି। ପ୍ରଥମ ଗଳ୍ପ ସଂକଳନ "ପାଳି" ପାଇଁ ଲେଖକ ପାଠକମଣ୍ଡଳୀରେ ନିଜର ଏକ ଭିନ୍ନ ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ସେ ସବୁବେଳେ ଚେଷ୍ଟା କରିଥାନ୍ତି ତାଙ୍କ ଗଳ୍ପଗୁଡିକ ନିଆରା କରିବା ପାଇଁ। ଅନ୍ତତଃ ପୂର୍ବରୁ ସେମିତିକା ଗଳ୍ପ ଅନ୍ୟ କେହି ଲେଖି ନଥାଆନ୍ତୁ। ଏହି ପ୍ରଚେଷ୍ଟାରେ କେତେ ଦୂର ଯେ ସେ ସଫଳ ହୋଇଛନ୍ତି ତାହା ସମୟ ଓ ପାଠକବମାନେ ହିଁ ବିଚାରକରିବେ। ବାସ୍ତବରେ ଅନ୍ୟ ଲୋକର ଆଖିରୁ ଦୁଇ ବୁନ୍ଦା ଲୁହ ଝରାଇବା ବା ହୃଦୟକୁ ବାଧିବା ପରି କଥା ବା କାର୍ଯ୍ୟ କରିବାଠାରୁ ସହଜ କାମ ବୋଧେ ପୃଥିବୀରେ ଆଉ କିଛି ନାହିଁ। ସେମିତି ଅନ୍ୟକୁ ଟାହି ଟାପରା ଓ ବେଇଜ୍ଜତ କରି ଦାନ୍ତ ନେଫେଡିବାରେ ବି କୌଣସି ବାହାଦୁରି ନାହିଁ। କିନ୍ତୁ କାହା ପ୍ରାଣରେ ଆଘାତ ନଦେଇ ହସାଇ ପାରିବା ଏତେ ସହଜ ବ୍ୟାପାର ନୁହେଁ। Read More Read Less

3 results found
List viewGrid view
Sort By:
1.
ସୁକୁଟାସନ (Sukutasana)NR
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Particle Radiotherapy21 %
Publisher: Springer
No Review Yet
₹8,160
₹6,446
Binding:
Paperback
Release:
25 Apr 2018
Language:
English
Available
Ships within 12-14 Days Explain..
3.
Particle Radiotherapy21 %
Publisher: Springer
No Review Yet
₹11,520
₹9,101
Binding:
Hardback
Release:
31 Mar 2016
Language:
English
Available
Ships within 12-14 Days Explain..
No more records found