Anamika Das

Anamika Dasଜୀବନ ଓ ମୃତ୍ୟୁ ମଝିରେ ସମୟ । ସମୟ ଭିତରେ ସ୍ମୃତି 04; ସ୍ମୃତି ଭିତରେ ଜହ୍ନ ଓ ଦପ୍ ଦପ୍ ଜଳୁଥିବା ଅଙ୍ଗାର ।ଲେଖିକା ଚଳିତ ସମୟର ସମୃଦ୍ଧ ଗଳ୍ପକଳାର ଅଧିକାରିଣୀ । ଚରିତ୍ର, ସମୟ ଆଉ ଘଟଣାର ବିଭାଜିତ ସ୍ୱରବର୍ଣ୍ଣ ସରଳ ତରଳ ଶବ୍ଦର ବିଳାଷୁ ଭାବବୋଧ ଭିତରେ ଲେଖିକା ଦେଖାଇଛନ୍ତି ଅନ୍ତଃକାରୁଣ୍ୟ ଓ ଆତ୍ମ ଦଗ୍ଧ ଅବୁଝା ମନର କାହାଣୀ ।ପ୍ରତ୍ୟେକଟି କ୍ଷୁଦ୍ର ଗଳ୍ପର ଉପସ୍ଥାପନା ଶୈଳୀ ଅନନ୍ୟ । ନିତିଦିନିଆ କଥାର ସରଳ ସଜ୍ଜିକରରଣ, ପରିବେଷଣ ଅତି ଉଚ୍ଚକୋଟିର ।ସାରା ଓଡ଼ିଶାର କୋମଳ ତାରୁଣ୍ୟକୁ ସଜାଡୁ ସଜାଡୁ ପିଲାଙ୍କୁ ବ୍ୟବହାରିକ ଜ୍ଞାନ ବିତରଣ କରି ସେମାନଙ୍କର ଚରିତ୍ର ଗଠନରେ ସାହାଯ୍ୟ କରୁ କରୁ ଭାରତ ସ୍କାଉଟ ଗାଇଡ୍]ର ରାଜ୍ୟ ସଂଗଠନ କମିଶନର ତଥା ପ୍ରଶାସନିକ ଅଧିକାରୀ ଶ୍ରୀମତୀ ଅନାମିକା ଦାସ କେତେବେଳେ ଯେ ଲେଖିକା ହେଇଗଲେ । ସେ ନିଜେ ଅନୁଭବ କରିନାହାନ୍ତି ତାଙ୍କ ଗଳ୍ପରେ ଶୈଳୀ ଅପେକ୍ଷା କାହାଣୀ ଚୟନର ସ୍ୱାତନ୍ତ୍ର]୍ୟ ହିଁ ଅଧିକ ସ୍ପଷ୍ଟ । ଗଳ୍ପ ଗୁଡିକରେ କଥନର ଅଭିପ୍ରାୟ ସ୍ପଷ୍ଟ, ଶୈଳୀ ସାବଲିଳ ଓ କାହାଣୀର ଗତିଶୀଳତା ଚମତ୍କାର । Read More Read Less

4 results found
List viewGrid view
Sort By:
1.
Abujha Ae ManaNR
Publisher: Black Eagle Books
No Review Yet
₹1,019
Binding:
Paperback
Release:
09 Nov 2022
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
2.
Milk Of Non Bovine Mammals43 %
No Review Yet
₹4,995
₹2,847
Binding:
Hardback
Release:
25 Feb 2021
Language:
English
Available
Ships within 2-4 Days Explain..
3.
Handbook of PRACTICAL HAEMATOLOGY FOR MLT
Publisher: JBD Publications
No Review Yet
₹247
Binding:
Paperback
Release:
01 Jan 2022
Language:
English
Out of Stock
Notify me when this book is in stockNotify Me
4.
Objective Question Bank in Dairy Science37 %
Publisher: Na
No Review Yet
₹1,295
₹816
Binding:
Paperback
Language:
English
Out of Stock
Notify me when this book is in stockNotify Me
No more records found