Alok Ranjan Sarangiଆଲୋକ ରଞ୍ଜନ ଷଡ଼ଙ୍ଗୀ (୧୯୯୭) ସାମ୍ପ୍ରତିକ ଓଡ଼ିଆ ସ8;ହିତ୍ୟର ଜଣେ ସ୍ପର୍ଦ୍ଧିତ ଯୁବସ୍ୱର । କବିତା ଓ ସାହିତ୍ୟ ସମୀକ୍ଷା କ୍ଷେତ୍ରରେ ତାଙ୍କ ସୂକ୍ଷ୍ମ ଭାବଦ୍ୟୋତନା ବାରି ହୋଇପଡ଼େ । ତାଙ୍କର ସମୀକ୍ଷା ସବୁ ତଥ୍ୟ ନିଷ୍ଟ, ବିଶ୍ଳେଷଣାତ୍ମକ, ମୋହମୁକ୍ତ ଓ ଅନାବଶ୍ୟକ ଅଳଙ୍କରଣରହିତ । ତାଙ୍କ 'କଥାର କେତେ ଲଥା' ପୁସ୍ତକଟି ଏହାର ଜ୍ୱଳନ୍ତ ଉଦାହରଣ । ସେ ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଭୁବନ ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ । Read More Read Less
An OTP has been sent to your Registered Email Id:
Resend Verification Code