Acharya Mahapragyan

Acharya Mahapragyanଆଚାର୍ଯ୍ୟ ମହାପ୍ରଜ୍ଞଅଧ୍ୟାତ୍ମ-ପ୍ରଧାନ ଭାରତ &2861;ୂଇଁରେ ଅନେକ ମହାପୁରୁଷ ଜନ୍ମ ନେଇ, ସତ୍ୟର ଅନ୍ୱେଷଣରେ ନିଜକୁ ସମର୍ପିତ କରିଯାଇଛନ୍ତି । ଏହି ଋଷି-ମହର୍ଷିଙ୍କ ଶୃଙ୍ଖଳାରେ ବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଜଣେ ମୂର୍ଦ୍ଧନ୍ୟ ବ୍ୟକ୍ତିତ୍ୱର ନାମ ଆଚାର୍ଯ୍ୟ ମହାପ୍ରଜ୍ଞ ଗୁଡ଼ାଏ ବିଶେଷଣର ସମବାୟ ଥିଲା ତାଙ୍କ ଜୀବନ । ବିଶ୍ୱର ମହାନ ସନ୍ଥ, ଋତମ୍ଭରା ପ୍ରଜ୍ଞାର ଅଧିକାରୀ, ଉଚ୍ଚକୋଟିର ଦାର୍ଶନିକ, ପ୍ରାଚ୍ୟ ବିଦ୍ୟାର ବିଜ୍ଞାତା, ଅନ୍ୱେଷକ, ଚିନ୍ତକ, ସାରସ୍ୱତ କବି, ମହାନ ସାହିତ୍ୟ ସ୍ରଷ୍ଟା ଏବଂ ସମକାଳୀନ ସମସ୍ୟା ଗୁଡ଼ିକର ସମଧାୟକ ପୁରୁଷ ଥିଲେ ଆଚାର୍ଯ୍ୟ ମହାପ୍ରଜ୍ଞ । ତାଙ୍କ ବାହ୍ୟ ବ୍ୟକ୍ତିତ୍ୱ ଯେତେ ଆକର୍ଷକ, ଅନ୍ତରଙ୍ଗ ବ୍ୟକ୍ତିତ୍ୱ ଶତଗୁଣ ଅଧିକ ଆକର୍ଷକ ଥିଲା । ସେ ଅହିଂସା, ଅଧ୍ୟାତ୍ମ ଓ ଅନେକାନ୍ତର ପୁନୀତ ତ୍ରିପଥଗା ଥିଲେ । Read More Read Less

1 results found
List viewGrid view
Sort By:
1.
Jain DarshanNR
Publisher: Black Eagle Books
No Review Yet
₹2,551
Binding:
Paperback
Release:
17 Aug 2021
Language:
Oriya
International Edition
Ships within 12-14 Days Explain..
Free Shipping in India and low cost Worldwide.
No more records found