Shantanu Kumar Nayak

Shantanu Kumar Nayakଡକ୍ଟର ଶାନ୍ତନୁ କୁମାର ନାୟକ ସମ୍ପ୍ରତି ଏରୋନଟି#2837;୍ସ୍ ମହାବିଦ୍ୟାଳୟ, ସୁନାବେଡ଼ାଠାରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟରତ । ସେ ଏକାଧାରରେ ଜଣେ ଗାଳ୍ପିକ, ଗବେଷକ, ସମାଲୋଚକ-ସମ୍ପାଦକ ଭାବରେ ଅନେକ ପ୍ରତିଭାର ଅଧିକାରୀ । ଜଣେ ଅନ୍ତର୍ମୁଖୀ ଗାଳ୍ପିକ ଭାବରେ ସେ 'କଥା ନବପ୍ରତିଭା ପୁରସ୍କାର', 'କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର', 'ହାଜୀ ଅସର୍]ଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର', '୨୪ତମ କଳିଙ୍ଗ ପୁସ୍ତକ ମେଳା ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମୃତି ସ୍ମାରକୀ ସାରସ୍ୱତ ସମ୍ମାନ' ଭଳି ଅନେକ ସମ୍ମାନ ଓ ସ୍ୱୀକୃତିରେ ଭୂଷିତ । ତାଙ୍କ ଗବେଷଣାଧର୍ମୀ ପ୍ରବନ୍ଧମାନ 'ସପ୍ତର୍ଷି', 'ସହକାର', 'ସହଯୋଗୀ', 'ସ୍ୱାଭିମାନ' ଭଳି ପତ୍ରିକା ତଥା ବିଭିନ୍ନ ସମ୍ପାଦିତ ପୁସ୍ତକରେ ସ୍ଥାନିତ । ଜଣେ ସମ୍ପାଦକ ଭାବରେ 'ସାହିତ୍ୟ-ବିମର୍ଶ' ସମାଲୋଚନାତ୍ମକ ପୁସ୍ତକ, 'ଶାଶ୍ୱତିକା' ଓ 'ସ୍ମରଣିକା' ପତ୍ରିକା ସେ ସମ୍ପାଦନା କରିଛନ୍ତି । ଶାନ୍ତନୁଙ୍କ ଗଳ୍ପ ପୁସ୍ତକ 'ଅବତୀର୍ଣ୍ଣ' ପାଠକମାନଙ୍କ ଦ୍ୱାରା ବେଶ୍ ଆଦୃତ । Read More Read Less

1 results found
List viewGrid view
Sort By:
1.
Rajanikanta GalpamanasaNR
Publisher: Black Eagle Books
No Review Yet
₹1,491
Binding:
Paperback
Release:
04 Jun 2022
Language:
Oriya
International Edition
Ships within 14-16 Days Explain..
Free Shipping in India and low cost Worldwide.
No more records found